by ସଂଜୟ କୁମାର ଦୀପ ✓ · 2 Mar 2022
ଦ୍ରୌପଦୀ ଏଠି ବିବସନା ହୁଏନି ସାଦରେ ବସନ ଖସାଏ ଛାତିରୁ କଟିରୁ... ସୀତା ଏଠି ଅପହୃତା ହୁଏନି ଚାଲି ଯାଏ ସ୍ୱ ଇଚ୍ଛାରେ ରାବଣ ସାଥୀରେ ଚନ୍ଦ୍ରସେଣାର ଅଭିନୟ କରେ ରାମ ।
Loading comments…
Comments
Loading comments…