by ଦୀପଙ୍କର ଦାସ ✓ · 2 Nov 2021
କେମିତି ଶୁଣିଲ ତାର ବଞ୍ଚାଅ ବଞ୍ଚାଅ ଚିତ୍କାରକୁ ରାତ୍ରି ଏଥର ଜବାବ୍ ଦେଲା ମୁଁ ତ ନିର୍ଜୀବ ପ୍ରତିବାଦର ଶକ୍ତି ନଥିଲା ତୁମେ କିନ୍ତୁ ଥିଲ ସଜୀବ ଗାନ୍ଧୀଙ୍କର ସେ ବାଣୀକୁ ତୁମେ ଭୁଲ ବୁଝିଲ
Loading comments…
Comments
Loading comments…