by Pranati Mahapatra ✓ · 21 Jul 2021
ଦାସୀ ତବ ଧୋଇ ଦେବି ଲୁହରେ ଚରଣ କିଛି ପାଦୋଦକେ ଧନ୍ୟ ହୋଇଯିବ ପ୍ରାଣ, କି ସୁନ୍ଦର ବେଶ ହୋଇ ଆସ ନବଘନ ଚତୁର୍ଦ୍ଧା ମୂରତି ଦେଖି ପିଣ୍ଡୁ ଛାଡୁ ପ୍ରାଣ।
Loading comments…
Comments
Loading comments…