by Baman Chandra Dixit ✓ · 26 Feb 2019
ଯା'ରେ ବହି ଯା ଯେତେ ବେଦନା ଧାର, ସଵାରୀ ଛାଡି ଗଲାଣି ଦାଣ୍ଡ ଦୁଆ, ମାଆ କାନ୍ଦେ କଇଁ କଇଁ, ବାପ ଲୁହ କୁ ଲୁଚେଇ, କାନ୍ଦେ ଗାଁଆ ଦାଣ୍ଡ ଝିଅ ହେଲୁ
Loading comments…
Loading comments…