by ବିନୟ ମହାପାତ୍ର ✓ · 1 Jun 2019
ଆଉ କଣବା ବଞ୍ଚିଲା ମୋ ପାଖେ? ତଥାପି, ଏ ଦେହକୁ ଘୋଷାଡି ଘୋଷାଡି, ଚାଲିଛି ମୁଁ ତୁମ ପଛେ ପଛେ, ପାଦଚଲା ଏଇ ପାଦଦଣ୍ଡାରେ, କାଳେ ତୁମେ ଦେଇଦେବ, ତୁମ ହୃଦୟରୁ କାଣିଚାଏ, ଅଥବା ତୁମ ମନରୁ ଚିମୁଟେ
Loading comments…
Comments
Loading comments…