by SushreeBaisakhi Sahoo ✓ · 11 Mar 2022
ସେ ହସି ହସି ମା ବାପା ପାଇଁ କେତେ କଣ ତ୍ୟାଗ କରିଛି କେବେ ନିଜେ ଜାଣି ଶୁଣି ଭାଇ ଠାରୁ ହାରିଛି ଶାଶୁ ଘରେ ଓପାସରେ ଶୋଇଛି କେବେ ନିଜ ପିଲା ପାଇଁ ରାତି ଉଜାଗର ହେଇଛି ହେଲେ ତା ବଳିଦାନ କିଏ ବୁଝିଛି ?
Loading comments…
Loading comments…