by Bharatabandhu Biswal ✓ · 5 Dec 2020
ପୁଣ୍ୟ ତୀର୍ଥ ସ୍ଥଳ ହୁଏ ଲୋକାରଣ୍ୟ ଭକତ ପକାନ୍ତି ବୁଡ଼ ପାଠ କରୁଥାନ୍ତି ବେଦ ଧର୍ମ ଶାସ୍ତ୍ର କରି ଭଜନ କୀର୍ତ୍ତନ । ଯାଉଥିଲେ ପୂର୍ବେ ବୋଇତ ମେଲାଇ ଆମରି ସାଧବ ପୁଅ ଉତ୍ତରା ପବନ ନେଉଥିଲା ବାହି ଅନୁକୁଳେ ଦୂର ଦ୍ଵୀପ
Loading comments…
Loading comments…