by Rajabala Tripathy ✓ · 6 Aug 2019
କାହାକୁ ଜୋର ଜବରଦସ୍ତି ପାଖକୁ ଟାଣି ହୁଏ କି କାଶ୍ମୀର ଏବେ ପାଖରେ ନୁହେଁ ଟିକେ ଆଖି ଖୋଲି ଦେଖ କେମିତି ସେ ଆହୁରି ଦୁରରେ ଦୁରେଇ ଯାଉଛି ଗଡ଼ିଆ ମଝିରେ ଫୁଟି ଥିବା ହାତ ପାଖ ପଦ୍ମ ଫୁଲଟେ ପରି।।
Loading comments…
Comments
Loading comments…