by Chinmaya Kumar Nayak ✓ · 10 Aug 2021
ଅଦିନିଆ ବର୍ଷାଛିଟାରେ ଝରିଯାଏ ସିନା କିଛି ଟୁକୁରା ପାଖୁଡ଼ା ଅବଦମିତ ମୁଖରେ ସେ ଗାର ଟାଣେ ଭିଜାମାଟିର ଶୀତୁଆ ଦେହରେ କୋହ ସବୁ ସଞ୍ଚରି ଯାଏ ମୁଣ୍ଡ ଠାରୁ ପାଦ ତଳକୁ ଛାତିର ମଝି ଶିରା ଦେଇ ଶିହରି ଉଠେ ଅସଜଡ଼ା ସ୍ନାୟୁ ତନ୍ତୁ
Loading comments…
Loading comments…