by Amita Dash ✓ · 3 Oct 2021
ଆସିଚି ଧରାକୁ ଆଜି ଏ ଋତୁ ପାର୍ବଣର ଦିନ। ଶାରଦୀୟ ଦୁର୍ଗାପୂଜା ପାଇଁ ନେବି କାଶତଣ୍ଡୀର ଫୁଲ। ମାଆକୁ ପିନ୍ଧାଇବି ଶୁଭ୍ର ରେଶମୀ ପାଟ ମୁଁ କରିବି ଆଲଟ ଚାମର ସେବା, ଧରି କାଶତଣ୍ଡୀ ଫୁଲ।
Loading comments…
Loading comments…