by Sunanda Mohanty ✓ · 30 Apr 2024
କେଣେ ଉଡି ତୁ ଯାଉ? କଳା ରଙ୍ଗ ତୋର ଭାରି ସୁନ୍ଦର କୋଇଲି ଅଣ୍ଡା ଫୁଟି ଛୁ ମନ୍ତର ତୋ ଗୁଣ କରିବ କେ ଆହରଣ ମାଠିଆରେ ଗୋଡି ପକାଇଥାଉ ଚତୁର ପଣରେ ତୋ ସରି କିଏ ଜଗା କାଳିଆ ତୋ ରଙ୍ଗ ରୂପେ ଶୋଭାରେ ଆଭାରେ ପ୍ରକାଶ ପାଏ କା କା ଡା
Loading comments…
Loading comments…