by Prafulla Chandra Mishra ✓ · 8 Jul 2019
ନିଶବଦ ହେଲା ଝିଙ୍କାରି ଶବଦ ନାରୀମୁଖ ବାଦ୍ୟ ସମ ମଣ୍ଡୁକ ରାବରେ ମୁଖରିତ ହୁଏ ଏଇତ ବରଷା ଦିନ ବିରହି ପ୍ରବାସେ ଝୁରେ ଅତିଭୋଳେ ରୋଳେ ପ୍ରୀୟା ପାସେତାର ଚିଟାଉ ଦିଏ ମେଘ ରେ ।।
Loading comments…
Loading comments…