by KRUTIBAS NAYAK ✓ · 19 Oct 2020
ଅଳପରେ ପୁଣି ବେଶି କହୁଥିବେ ଅବୁଝା ନଥିବ କିଛି, ଭାବ ଭାଷା ଶବ୍ଦ ସରଳ ମଧୁର ଦେଇଥିବେ ବାଛିବାଛି | ପାଠକ ଜାଣିବେ ମୋର ମନକଥା ଲେଖାଅଛି କବିତାରେ, ନିଜେ ସେ ପ୍ରେମିକ ପ୍ରେମିକା ହୋଇବେ ଲେଖିବେ ଖୋଲା ମନରେ |
Loading comments…
Comments
Loading comments…