by Rajesh Kumar Jain ✓ · 30 Jul 2017
ମୁଁ ପଚାରିଲି ଶ୍ରୀମାନ୍-ଙ୍କୁ ନାମ କହିଲେ - ରବି କାମ - କବି । ଫୁଲ୍-ଟାଇମ୍ ନା ପାର୍ଟ-ଟାଇମ୍ କହିଲେ - ପୂରାପୂରି ପାଉଛନ୍ତି କ’ଣ ? ମାନପତ୍ର ଆଉ କରତାଳି ଖାଉଛନ୍ତି କ’ଣ ? ଘରେ ଗାଳି ।
Loading comments…
Loading comments…