by Ranjit Sahu ✓ · 6 May 2022
ଶବ୍ଦର ଭାବରେ କେବେ ସବୁ ଭାବ ବ୍ୟକ୍ତ ହୋଇ ପାରେ କି କହିଦେଲେ? ଅବ୍ୟକ୍ତ ବ୍ୟଥାର ପୀଡା ରହିଥାଏ ହୃଦରେ ଲୁଚି ଲୁହ ପୋଛିଦେଲେ I
Loading comments…
Loading comments…