by Diptimayee Biswal ✓ · 19 Sept 2019
ଯଦି ଢେର୍ ଖୋଜିଲା ପରେ ବି ମୋତେ ନ ପାଅ ଅବା ଥକିଯାଅ ଓଲଟେଇବ ମୋ କବିତାର ପୃଷ୍ଠା । ସେଥିରେ ଲେଖାଥିବ ଠିକଣାଟିଏ ସେଇ ଠିକଣାରେ ମୁଁ ଥିବି ନିଶ୍ଚୟ ଥିବି । ପାରିବ ତ !
Loading comments…
Comments
Loading comments…