by Amita Dash ✓ · 18 Dec 2020
ନଈରେ ବୁଡ଼ ପକେଇ ଝିଅ ମୋର ପୂଜିବ ମାଆଙ୍କୁ ଭକ୍ତି , ନୈବେଦ୍ୟ ଦେଇ। ହେ ନଈ ମାଆ ମୋର, ବରଷକ ବାରମାସ ସାହା ହୋଇଥିବୁ ଆମ ନାଉରିଆ ପୁଅ ପାଇଁ।
Loading comments…
Loading comments…