by କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera ✓ · 25 Nov 2020
ନିଜକୁ ସଂପୂର୍ଣ୍ଣ ସମର୍ପଣ କରି ଦେଖ ଭୋଗଠାରୁ ତ୍ୟାଗରେ ସନ୍ତୋଷ ଅଛି କେତେ, ତ୍ୟାଗ ହିଁ ତ ଜୀବନର ସାଧନା ବହୁ ଦୃଷ୍ଟାନ୍ତ ଅଛି ଜଗତେ।
Loading comments…
Comments
Loading comments…