by Pranati Panda ✓ · 26 Feb 2021
କେତେବେଳେ ଲେଖେ ନିଜପାଇଁ କିଛି କେତେବେଳେ ଅନ୍ୟ ପାଇଁ, ଲେଖିଥାଏ କିଛି ଦେଶ ଜାତି ପାଇଁ ଲେଖେବି ପ୍ରକୃତି ପାଇଁ । କେତେବେଳେ ଲେଖେ ପ୍ରଣୟ ଗୀତିକା କେତେବେଳେ ଶିଶୁ ପାଇଁ, କେତେ ବେଳେ ପୁଣି କଲମ ଚଲାଏ ଭାବପୂର୍ଣ୍ଣ ଭକ୍ତି ନେଇ ।
Loading comments…
Loading comments…