by କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera ✓ · 5 Dec 2020
ତା' ଦୁନିଆଁରେ ସେ ଅଛି ଭାରି ଭଲ ଲୋଭ ମୋହରେ ପଡି କରେନା ମନ୍ଦ, ଅଳପେ ହୋଇ ସନ୍ତୁଷ୍ଟ ପାଏ ତୃପ୍ତି ବୁଝିଛି ସେ ଜୀବନର ପ୍ରକୃତ ଆନନ୍ଦ।
Loading comments…
Loading comments…