by Rajendra Giri ✓ · 30 Aug 2018
କବିତା ତୁମେ ଆସ ନିର୍ଜନେ ନିରନ୍ତରେ ପ୍ରାତଃ,ମଧ୍ୟାହ୍ଣ ,ଗୋଧୂଳିରେ ତୁମେ ଲଗ୍ନ ହୀନ,ଯୁକ୍ତି ହୀନ କବି କଲମର ସମ୍ମାନ ।।
Loading comments…
Loading comments…