by Kali Kumar ✓ · 4 Nov 2020
ଶୁଣି ପତ୍ନୀଙ୍କ ଏମନ୍ତ ବାଣୀ ଭାବିଲି, ପ୍ରେମର କଥାକୁ ଏବେ ଦେବି ବଖାଣି କହିଲି, ଆଣିବକି ଗିଲାସେ ଥଣ୍ଡା ପାଣି ତାକୁ ପିଇସାରି ଲେଖିବି ତୁମ ରୂପ କାହାଣୀ ।।
Loading comments…
Loading comments…