by Hrushikesh Satpathy ✓ · 13 Feb 2019
ଅର୍ଦ୍ଧାଙ୍ଗ ଈଶ୍ୱର ନୁହେଁ ମୁଁ ତା'ପାଇଁ ସେ କିନ୍ତୁ ମୋ'ର ଈଶ୍ୱରୀ । ମର୍ମରେ ମର୍ମରେ କର୍ମରେ କର୍ମରେ ମୋ' ଆତ୍ମିକ ସହଚରୀ ।
Loading comments…
Loading comments…