by Subhalaxmi Nayak ✓ · 6 Jul 2022
ହଜିବିନି ଆଉ ଗଳ୍ପ ଚକ୍ରବ୍ୟୁହ ମଧ୍ୟରେ କବିତାର ରୂପରେଖ କେବଳ ରହିବ ହୃଦରେ ଶବ୍ଦ ପୁଷ୍ପ ଅଳଙ୍କାର ପିନ୍ଧାଇ କଲମ ମୁନରେ ଭରି ଦେବି କାବ୍ୟ ସମ୍ଭାର ସଙ୍କଳିତ କବିତାରେ
Loading comments…
Loading comments…