by Hrushikesh Satpathy ✓ · 30 Sept 2018
ଲକ୍ଷ୍ମୀ ନିବାସର କଳ୍ପନା କରିଛି ଲକ୍ଷ୍ମୀ ତୁମେ,ତୁମେ ସାଗର କନ୍ୟା । ସେଇ ଉଆସରେ ସକାଳ ସଞ୍ଜରେ ଛୁଟୁଥିବ ଲକ୍ଷ୍ମୀ ବାସର ବନ୍ୟା ।
Loading comments…
Comments
Loading comments…