by PURNA CHANDRA PANDA Purna ✓ · 28 Apr 2022
ବହୁ ଦିନ ପରେ ଦେଖିଲି ସେ ଘରେ କବିତା ମୋହର ଛପା ହେଉଥିଲା ତୁମ ହୃଦ ମେସିନିରେ ସଜା ହେଉଥିଲା ତୁମ ମନ ସିନ୍ଦୁକରେ ll
Loading comments…
Loading comments…