by KRUTIBAS NAYAK ✓ · 11 Oct 2020
ବହଳ ଡାଲମା ଅରୁଆ ଭାତକୁ ଓଉ ଖଟା ହେଇଥିବ, କଞ୍ଚାଲଙ୍କା ଲୁଣ ଲେମ୍ବୁ ଖଣ୍ଡେଥିଲେ ଖାଇବାଟା ଜମିଯିବ | ଟାକରା ଫୁଟେଇ ହାଂପୁଡ଼େଇ ଦେଲେ ପେଟ ହେଇଯିବ ପୂରା | ଡାଲମା ଡାଲମା ଅଜ୍ଞାନ ଡାଲମା ଆହା କି ସୁଆଦ ଭରା | (1)
Loading comments…
Loading comments…