by Anam Charan Sahoo ✓ · 31 Jul 2019
ଜଗା ଯାଏ ନନ୍ଦିଘୋଷେ ମାଉସୀ ମା' ଘରକୁ ଭକତକୁ ସୁଖ ଦିଏ ଆସି ତାଙ୍କ ପାଶକୁ । କଖାରୁ, କାକୁଡି, ଲାଉ ଜାତିଜାତି ପରିବା ରୋଷେଇ ଘର ବିଳାସ ଭୁଲିଗଲା ଡରିବା । ଆଞ୍ଜୁଳାରେ କେବେ ସୁଖ କେବେ ଦୁଃଖ ଭରଇ ନିଦାଘର ଜ୍ବଳନରୁ ଉଦ୍ଧାର ସେ କରଇ ।
Loading comments…
Loading comments…