by Bijay Prusty ✓ · 29 Mar 2021
ମୋର ଖାଲି ଶବ୍ଦଟିଏ ଲୋଡା ଗଢିବାକୁ ଶବ୍ଦର ପୃଥିବୀ, ଶବ୍ଦଭରା ପୃଥିବୀରେ ମୋର କିଛି ହେଲେ ନାହିଁ ଚତୁର୍ଦ୍ଦିଗ ଶବ୍ଦମୟ ଦିଶେ ଖାଲି ଶବ୍ଦଙ୍କର ଛାଇ
Loading comments…
Comments
Loading comments…