by କଳ୍ପନା ରାୟ ✓ · 8 Oct 2020
ଭାଇ ବନ୍ଧୁ ସାଇପଡିଶା ଆଜି ନାହିଁ ରେ ନିଜ ଲୁହ ପାଇଁ ହାତ ପିଠି ଅଛି ପୁଅ ସ୍ତ୍ରୀ ପାଖ ମାଗିବା ମନାରେ କେଡେ ଦୁଃଖ ଆଜି ପଡ଼ିଛି ରେ........ କାଳିଆ ତୁ କ'ଣ ଦେଖୁନୁ ରେ ........ ଛଅ ଖଣ୍ଡ ବାଉଁଶ ମଣିଷ ପାଇଁ ନାହିଁ ରେ
Loading comments…
Comments
Loading comments…