by SHIBASHANKAR DAS ✓ · 30 Apr 2021
କୁଞ୍ଚିତ କେଶରେ କୁସୁମକୁ ଖଞ୍ଜି ଯେବେ ନଇଁ ନଇଁ ଦାଣ୍ଡେ ଚାଲିବ , ଆଇନାକୁ ଚାହିଁ କହିଲ ହେ ସଙ୍ଗିନୀ କୋଉ ପୁରୁଷ ହେ ନିଜ ମନକୁ ସମ୍ଭାଳି ପାରିବ
Loading comments…
Comments
Loading comments…