by Dhaneswar Dash ✓ · 18 May 2021
ଜାଣିଅଛୁ ଭଲଭାବେ କେହି ରହି ନାହିଁ ଭବେ, ନିଜ ନିଜ କର୍ମ ସାରି ବାହୁଡି ଯିବେଟି ସର୍ବେ, ତେବେ କାହିଁ ମନରେ ଘୋଳୁ ବିଷ, ପୋକ ପକାଉ ଯେ ଥାଏ ସଜ ଜିନିଷ ।
Loading comments…
Loading comments…