by Bharatabandhu Biswal ✓ · 27 Oct 2021
ଏଇ କାର୍ତ୍ତିକ ପୂର୍ଣ୍ଣିମାକୁ ମୁଁ ନିଶ୍ଚୟ ଗୋବିନ୍ଦଙ୍କୁ ଯାଇ ଦର୍ଶନ କରିବି । ମାତାଜୀ ଓ ବାସନ୍ତୀଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ନିର୍ମିତ ହୋଇଥିବା ମଦନ ମୋହନଙ୍କ ନିକଟରେ କିଆକେତକୀ ଫୁଲ ଚଢାଇ ନିଜକୁ ଅପାର ଭାଗ୍ୟଶାଳୀ ମନେକରି
Loading comments…
Loading comments…