by Krushna Chandra Lenka ✓ · 13 May 2021
ତୋ' ଚରଣ ଧୌତ ପାଇଁ ସିନା ନୀଳ ସିନ୍ଧୁ, ପାନ କରିବାକୁ ପାଶେ କୋଟି ଜଳ ବିନ୍ଦୁ; ପ୍ରଚଣ୍ଡ ରୌଦ୍ରତାପେ ସେ ଜଳ ନ ପାଆଇ, କହ ଜଗା କହ ତୁହି ମଉନ କିମ୍ପାଇଁ? ଶୀତଳ ସମୀର ତୋର ଶ୍ରୀଅଙ୍ଗେ ବାଜଇ, ସେ ସମୀରେ ଚିତ୍ତ ତୋର ଆନନ୍ଦେ ନାଚଇ; ତା
Loading comments…
Loading comments…