by Dr Baman Chandra Dixit ✓ · 8 Jul 2019
ଖର ଦୁଷଣ କୁ କଲ ତାରଣ ଖାଲି ମୋ ପାଇଁ କି କୃପା ବାରଣ ଖଣ୍ଡିତ ବାହୁ ବହୁ ମୋ ଦୁଃଖ ରାଶି ଖଣ୍ଡ ଯେସନେ ଜଳେ ନକ୍ର କୁ ନାଶି କ୍ଷମ ଦୋଷ ମୋର କମଳା ପତି ଖାଲି ତବ ପାଦେ ଥାଉ ମୋ ମତି ।।
Loading comments…
Loading comments…