by Maheswar sahoo ✓ · 10 May 2019
ଖେଳ ନାହିଁ ତୁମେ ଖେଳ ନାହିଁ, ଭାବନା ଯେ ଏକ ରକ୍ତବି ରଙ୍ଗ ଏକ, ଭାବନାରେ ଆମ ଖେଳ ନାହିଁ ଖେଳ ନାହିଁ ତୁମେ ଖେଳ ନାହିଁ:: ଖେଳ ନାହିଁ ଶତ୍ରୁ ଖେଳ ନାହିଁ, ପରିବାର ମଧ୍ୟେ ଖେଳ ନାହିଁ, ଭାଇଭାଇ ମଧ୍ୟେ ଖେଳନାହିଁ, ଖେଳ ନାହିଁ ତୁମେ ଖେଳନାହିଁ::
Loading comments…
Loading comments…