by Aishwarya Mishra ✓ · 11 Jun 2020
କିନ୍ତୁ ମୁଁ ବା କେମିତି ଭୁଲିଯିବି ତୁମେ ସିଏ ଥିଲ ଯିଏ ମୋ ବିଶ୍ଵାସକୁ ଭାଙ୍ଗି ଖୁବ୍ ଆରାମ୍ ରେ ହସି ପାରିଥିଲ ମୋତେ ଅସୁବିଧାରେ ଦେଖି ପଳାତକ ସାଜିଥିଲ କେମିତି ଭୁଲିଯିବି ଥରେ କୁହ ତ ତୁମେ କହିଥିବା ଅପଶବ୍ଦ ସବୁ
Loading comments…
Comments
Loading comments…