by Chandrakanta Nayak ✓ · 17 Oct 2021
ଭାବନା ବି ଯାହାଥିଲା ସବୁ ତ ବଖାଣିଦେଲି ଆଉ କିଛି ଭାବିବାର ନାହିଁ ପ୍ରଭୁ ପୁଣି ମୁଁ ନିଜକୁ I ସତ ଯଦି ସବୁ ସତ ମିଛରେ ମୁଁ ହସେ କାହିଁ ଥରେ ମୋତେ ତୁମେ ଜଗା ଦିଅନ୍ତନି କହି, କହାକୁ ବା ପଚାରିବି କିଏ ବା ଉତ୍ତର ଦେବ
Loading comments…
Comments
Loading comments…