by Chandrakanta Nayak ✓ · 18 Oct 2021
କେତେ ଧନ ସଞ୍ଚି ରଖୁଛି ତା ପାଇଁ ସେ କଥା ନ ଜାଣୁ ପୁଅ । କେତେ ରୁଣ ବୋଝ ଲଦା ତୁମ ମୁଣ୍ଡେ ସେ କଥା ବୁଝେନା ଝିଅ ।। ମାଆ ଆଗେ କେବେ ଖୋଲି କହିବନି ସ୍ତ୍ରୀର ଦୂର୍ଗୁଣ କଥା । ବାପା ଆଗେ କେବେ କହିବନି ବନ୍ଧୁ ନିଜ ପରାଜୟ ବ୍ୟଥ ॥ ମୋତେ ବେଶ
Loading comments…
Loading comments…