by Anirudha Kund ✓ · 8 May 2021
ଦେଖି ପାରୁ ନାହିଁ ନିଜ ବନ୍ଧୁ ମୁହିଁ ନିଜ ଘରେ ମୁହିଁ ନିଜେ ବନ୍ଧା ଭକତର ବିନା କେମିତି ଅଛ ହୋ ଖାଇ ମହାଲକ୍ଷ୍ମୀ ହାତ ରନ୍ଧା ଅରୁଚି ଲାଗୁଛି ଅବା ରୁଚିକର କରିବ କି ପ୍ରଭୁ ପରକାଶ ॥୧॥
Loading comments…
Loading comments…