by Bharatabandhu Biswal ✓ · 22 Nov 2021
ରାତି ଅଧକରେ କର ଭୋଜିଭାତ ମଉଜ ବା ଖିଆପିଆ ବାଇନ ଫାରମ ଖୋଲେ ଅବେଳରେ ଉଚ୍ଚା ଦାମ୍ ଦିଆନିଆ । ପଇସାର ଖେଳ ଚାଲିଛି ସବୁଠି ଆଇନ୍ ଯାଏ ବାଟେ ବାଟେ ଭାସେ ସପନରେ ଗରିବ ଗୁରୁବା ଓଦାକନା ଦେଇ ପେଟେ ।
Loading comments…
Comments
Loading comments…