by Sunanda B Mohapatra ✓ · 12 Apr 2019
ନିଜକୁ ସମର୍ପି ଦେଇବି ରିକ୍ତ ହସ୍ତରେ ଫେରିବାକୁ ପଡେ,ଯଦି ଭାଗ୍ୟରେ ନଥାଏ ! ଏକଥା ବୁଝିବି,ସେ ବୁଝି ପାରୁନଥାଏ, ଏବଂ, ପୁଣି ଖୋଜିବା ଜାରି ରଖୁଥାଏ
Loading comments…
Loading comments…