by Alhadini Panigrahi dash ✓ · 10 Apr 2022
ଲୁଣି ଲାଗେ ପରା ସମୂଦ୍ରର ଜଳ ମାଆ ଲୁହ ବୋହି ଆଣି ଗନ୍ଧ ମାର୍ଦ୍ଦନ କଲା ତା ଛାତି ପଥର ମାଆ ଦୂ8ଖ ସହି ନ ପାରି । ଇଂରାଜୀ ବହିର ମୋଟା ଫର୍ଦ୍ଦ ତଳେ ମୋ ଭାଷା ଯାଇଛି ଲୁଚି ଛୋଟ ଛୁଆଟି ବି ବର୍ଣ୍ଣ ବୋଧ ଛାଡି ପଢୁଛି ଏ,
Loading comments…
Loading comments…