by Kalyani Nanda ✓ · 21 May 2019
ସେଇ ସେ ବର ଓହଳରେ ଝୁଲୁଥିବା ପିଲାଦିନ, ନଦୀ ଘାଟେ ଗାଧୋଉ ଥିବା ଅମାନିଆ ପିଲାଦିନ, ସବୁ ମନେଅଛି, ସ୍ମୃତି ଫରୁଆରେ ସାଇତା ସେଇଦିନ, ମାଁ କାନିରେ ବନ୍ଧା ଏବେ ବି, ଭୁଲିନି ମୋ ପିଲା ଦିନ।
Loading comments…
Loading comments…