120Log inSign up
Poem · Others

ଖୋଜୁଛି ଠିକଣା

by Ambika Swain ✓ · 18 Sept 2018

27.7KReads
18Likes
1Min read

ପିଣ୍ଡରୁ ପ୍ରାଣ ଟି ଛାଡିଗଲେ ମୋର ମୋର ଆତ୍ମା ଟି ଯିବ ସରଗ ପୁର କେଉଁଠି ରହିବ କେଉଁଠି ସେ ଘର ଖୋଜି ପାଉ ନାହିଁ ଠିକଣା ତାର ।

Loading comments…

ଖୋଜୁଛି ଠିକଣା · StoryMirror