by Biswanath Nayak ✓ · 1 Jul 2019
ମୁଁ କଣ ଜାଣିଥିଲି! ବଡ ହେଲାପରେ, ମାପିବାକୁ ହେବ ମୋତେ , ସବୁବେଳେ ସତ ଠାରୁ ମିଛର ଦୂରତା? ଜୀବନର ପ୍ରତିକ୍ଷଣ ବଞ୍ଚିବାକୁ ହେବ ମୋତେ, ବିଷ ପିଇ ମରଣ ଭୟର?
Loading comments…
Loading comments…