by Rupali priyadarshini Samantaray ✓ · 10 Oct 2020
ଖୋଜୁଛି ଖୁସିକୁ ଆଜି ପରା ମୁହିଁ ଏ ଦୁନିଆର ଭିଡ଼ରେ । ହେଲେ ଅସଲରେ ଖୁସିତ ଥିଲା ସେ ବାପାଙ୍କ ନାଲି ଆଖିରେ ।। ଖୋଜୁଛି ସେ ଖୁସିକୁ ଆଜିଯେ ମୁଁହିଁ ଏହି ଟଙ୍କାର ବିଡାରେ । ଅସଲ ଖୁସି ତ ଥିଲା ପିଲାଦିନର ସେ ସାଥିଙ୍କ ମେଳରେ ।।
Loading comments…
Loading comments…