by Sanskruti Mohanty ✓ · 30 Jun 2020
ମୁକୁଳି ପାରୁନଥିଲି ମାୟାପୁରୀର ବନ୍ଧନରୁ ଅବଶ ଦେହ ଆଉ ମନକୁ ନେଇ ଖୋଜୁଥିଲି ଖୁସିର ସୁନା ହରିଣୀ ଅଗନା ଅଗନି ବନସ୍ତରେ ସେ ଖେଳୁଥିଲା ଲୁଚକାଳୀ ପରିହାସ କରୁଥିଲା ମୋତେ କହୁଥିଲା ପାରୁଛୁତ ଧରିନେ ମୋତେ
Loading comments…
Comments
Loading comments…