by ବି. ନିରୁପମା ✓ · 8 Aug 2019
ଏ ଧରଣୀ ମାତା ଅତି ଆନନ୍ଦିତା ତୁମକୁ କୋଳରେ ଧରି , ଆଦି ଅନ୍ତ ନାହିଁ ଯା'ର ଏ ସଂସାରେ ଆଜି ଶିଶୁଟିଏ ପରି । କି ଅଦ୍ଭୁତ ଲୀଳା ନାଥ ତୁମେ ବି ଗୋପାଳ ହୋଇ କି ଗୋକୁଳେ କରିବ ଗୋରୁଙ୍କ ହିତ !!
Loading comments…
Comments
Loading comments…