by Kalandi pal ✓ · 15 Jun 2022
ସତ୍ତ୍ଵ ରଜ ତମେ ବନ୍ଧା ଏ ଜୀବନ ସତ୍ତ୍ୱେ ରଙ୍ଗ ଅମଳିନ ରଜ ତମ ଗୁଣେ ଦାନବ ସମାନେ ଜୀବନଟା ରଙ୍ଗ ହୀନ ଦେବତା ଦାନବ ଗୁଣରୁ ମାନବ ପରଖିବ ଜ୍ଞାନୀ ଯିଏ ।
Loading comments…
Comments
Loading comments…